ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଓଡ଼ିଶା ର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ର ରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଗ୍ ଐତିହାସିକ ଯୁଗ ରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଉତ୍ତର ଦିଗରେ ସମ୍ବଲପୁର ଜିଲ୍ଲା, ଦକ୍ଷିଣ ପୂର୍ବ ରେ ବୌଦ୍ଧ ଜିଲ୍ଲା, ପୂର୍ବ ରେ ରେଢ଼ାଖୋଲ ଉପଖଣ୍ଡ (ସମ୍ବଲପୁର ଅଧିନସ୍ଥ) ଏବଂ ପଶ୍ଚିମ ରେ ବଲାଙ୍ଗିର ଜିଲ୍ଲା ଦ୍ୱାରା ଆବଦ୍ଧ ହେଉଛି ସୋନପୁର ର ଅବସ୍ଥିତୀ । ସୁବର୍ଣ୍ଣପୁର ଜିଲ୍ଲା ବଲାଙ୍ଗିର ଜିଲ୍ଲାରୁ ଅଲଗା ହୋଇ  ୧୯୯୩ ମସିହା ଏପ୍ରିଲ ୧ ତାରିଖ ରେ ଏକ ନୂତନ ଜିଲ୍ଲା ଭାବରେ ମାନ୍ୟତା ପାଇଲା ।

ଅଧିକ ପଢ

ଶ୍ରୀ ଦାଶରଥି ଶତପଥୀ
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦାଶରଥି ଶତପଥୀ , ଭା. ପ୍ର. ସେ.

ଫଟୋ ଗାଲେରୀ

  • ପ୍ରଦର୍ଶିତ ପାଇଁ କୌଣସି ପୋଷ୍ଟ ନାହିଁ