ଜିଲ୍ଲା ସମ୍ବନ୍ଧରେ
ଓଡ଼ିଶା ର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ର ରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଗ୍ ଐତିହାସିକ ଯୁଗ ରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଉତ୍ତର ଦିଗରେ ସମ୍ବଲପୁର ଜିଲ୍ଲା, ଦକ୍ଷିଣ ପୂର୍ବ ରେ ବୌଦ୍ଧ ଜିଲ୍ଲା, ପୂର୍ବ ରେ ରେଢ଼ାଖୋଲ ଉପଖଣ୍ଡ (ସମ୍ବଲପୁର ଅଧିନସ୍ଥ) ଏବଂ ପଶ୍ଚିମ ରେ ବଲାଙ୍ଗିର ଜିଲ୍ଲା ଦ୍ୱାରା ଆବଦ୍ଧ ହେଉଛି ସୋନପୁର ର ଅବସ୍ଥିତୀ । ସୁବର୍ଣ୍ଣପୁର ଜିଲ୍ଲା ବଲାଙ୍ଗିର ଜିଲ୍ଲାରୁ ଅଲଗା ହୋଇ ୧୯୯୩ ମସିହା ଏପ୍ରିଲ ୧ ତାରିଖ ରେ ଏକ ନୂତନ ଜିଲ୍ଲା ଭାବରେ ମାନ୍ୟତା ପାଇଲା ।
ନୂଆ କଣ
- ବନ୍ଧ ପୋଖରୀ ଡ୍ରୋନ ସର୍ଭେ ପାଇଁ ଅଭିବ୍ୟକ୍ତି ଆହ୍ଵାନ
- ଏମଡ଼ିଆର-୩୯ ରାଜପଥ କଡରୁ ସାତ ଦିନ ମଧ୍ୟରେ ବେଆଇନ ଜବରଦଖଲ ଅପସାରଣ ସମନ୍ଧେ
- ନିର୍ବାଚନ ତାଲିକା-୨୦୨୩
- ସଇରାତ ଉତ୍ସ(ବାଲି) ସମ୍ବନ୍ଧୀୟ ସୁବର୍ଣ୍ଣପୁର ଜିଲ୍ଲାର ସର୍ବେକ୍ଷଣ ବିବରଣୀ
- ସଇରାତ ଉତ୍ସ(ବାଲି) ସମ୍ବନ୍ଧୀୟ ସୁବର୍ଣ୍ଣପୁର ଜିଲ୍ଲାର ସର୍ବେକ୍ଷଣ ବିବରଣୀ
- ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ ପଞ୍ଜିକା ଓ ନିର୍ବାଚନ ବ୍ୟୟର ସଂକ୍ଷିପ୍ତ ବିବରଣୀ

ସାର୍ବଜନିକ ୟୁଟିଲିଟିଗୁଡିକ
ସେବା ଖୋଜନ୍ତୁ
ଘଟଣା ଗୁଡିକ
କଣସି ଘଟଣା ନାହିଁ।