ଗ୍ରାମ ଓ ପଞ୍ଚାୟତ
ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମ ଓ ଗ୍ରାମପଞ୍ଚାୟତ ଗୁଡିକର ବିବରଣୀ :-
ସୁବର୍ଣ୍ଣପୁର ଜିଲ୍ଲା ସମୁଦାଯ ଗ୍ରାମପଞ୍ଚାୟତ ସଂଖ୍ୟା –୧୦୯
ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଜନବସତୀ ବିହୀନ ଗ୍ରାମ ସଂଖ୍ୟା – ୧୦୬
ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଜନବସତୀ ଗ୍ରାମ ସଂଖ୍ୟା – ୮୫୬
ସୁବର୍ଣ୍ଣପୁର ଜିଲ୍ଲାର ସମୁଦାୟ ଗ୍ରାମ ସଂଖ୍ୟା – ୯୬୨