ଜନସାଂଖିକ
ସୁବର୍ଣ୍ଣପୁର ଜିଲ୍ଲାର ୨୦୧୧ ଜନଗଣନା ଆଧାରରେ
ବର୍ଣ୍ଣନା | ସଂଖ୍ୟା | ବର୍ଣ୍ଣନା | ସଂଖ୍ୟା |
---|---|---|---|
ଭୌଗଳିକ କ୍ଷେତ୍ର: | ୨,୨୮୪.୮୯ ବର୍ଗ. କି.ମି. | ଜଙ୍ଗଲ ପରିସୀମା : | ୩୨୮.୭୫ ବର୍ଗ. କି.ମି. |
ସର୍ବମୋଟ ଜନସଂଖ୍ୟା (୨୦୧୧ ଜନଗଣନା): | ୬୧୦୧୮୩ | ଜନସଂଖ୍ୟା ଘନତ୍ବ : | ୨୬୧(ପ୍ରତି ବର୍ଗ କି. ମି.) |
ସବ-ଡିଭିଜନ ସଂଖ୍ୟା: | ୨ | ତହସିଲ ସଂଖ୍ୟା: | ୬ |
ପୌରପରିଷଦ : | ୧ | ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା: | ୨ |
ବ୍ଲକ ସଂଖ୍ୟା: | ୬ | ପୁଲିସ ସ୍ଟେଶନ ସଂଖ୍ୟା: | ୯ |
ଗ୍ରାମ-ପଞ୍ଚାଯତ ସଂଖ୍ୟା: | ୧୦୯ | ଗ୍ରାମ ସଂଖ୍ୟା: | ୯୬୨ |
ସର୍ବମୋଟ ଜନବସତି : | ୧୫୨,୪୫୪ | ସର୍ବମୋଟ ସାକ୍ଷରତା : | ୩୯୮,୪୨୧ |
ଜନସଂଖ୍ୟାର ଶ୍ରେଣୀ ବିଭାଗ | ଜନସଂଖ୍ୟା | ଶତକଡା ଭାଗ |
---|---|---|
ପୁରୁଷ: | ୩୧୧,୩୧୨ | ୫୧.୦୨ |
ମହିଳା: | ୨୯୮,୮୭୧ | ୪୮.୯୮ |
ଗ୍ରାମାଞ୍ଚଳ: | ୫୬୦,୨୪୨ | ୯୧.୮୨ |
ସହରାଞ୍ଚଳ: | ୪୯,୯୪୧ | ୮.୧୮ |
ଅନୁସୂଚିତ ଜାତି: | ୧୫୬,୨୧୯ | ୨୫.୬ |
ଅନୁସୂଚିତ ଜାତି ପୁରୁଷ: | ୭୯,୭୨୫ | ୫୧.୦୩ |
ଅନୁସୂଚିତ ଜାତି ମହିଳା: | ୭୬,୪୯୪ | ୪୮.୯୭ |
ଅନୁସୂଚିତ ଜନଜାତି | ୫୭,୧୯୨ | ୯.୩୭ |
ଅନୁସୂଚିତ ଜନଜାତି ପୁରୁଷ: | ୨୮,୭୯୪ | ୫୦.୩୫ |
ଅନୁସୂଚିତ ଜନଜାତି ମହିଳା: | ୨୮,୩୯୮ | ୪୯.୬୫ |