ସୁବର୍ଣପୁର ସହର ଠାରୁ ୨୩ କିମି ଦୂରରେ ରହିଛି ଜିଲ୍ଲାର ପ୍ରମୁଖ ପୀଠ ତଥା ଜଗନ୍ନାଥ ସଂସ୍କୃତିର ଅନ୍ୟତମ ଆଲୋଚିତ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ।