ବିଜ୍ଞାପନ
ଶୀର୍ଷକ | ବିବରଣ | ପ୍ରାରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ମଳ ଉପଚାର କେନ୍ଦ୍ର ବିନିକା ରେ ବୈଷୟିକ ସହାୟକ ନିଯୁକ୍ତି ନିମନ୍ତେ ବିଜ୍ଞଂIପନ | ନିର୍ବାହୀ ଅଧିକାରୀ, NAC ବିନିକା |
14/10/2022 | 19/10/2022 | ଦେଖନ୍ତୁ (396 KB) |
ଦୀର୍ଘ ମିଆଦି ଲିଜ ନିମନ୍ତେ ନିଲାମ ଇସ୍ତାହାର | ତହସିଲଦାରଙ୍କ କାର୍ଯ୍ୟାଳୟ ,ସୋନପୁର |
04/03/2022 | 29/03/2022 | ଦେଖନ୍ତୁ (2 MB) |
ମହାତ୍ମା ଗାନ୍ଧୀ ନରେଗା ଅଧୀନରେ ବାହାରିଥିବା ଗ୍ରାମ ରୋଜଗାର ସେବକ ପଦବୀ ର ଯୋଗ୍ୟ ଓ ଅଯୋଗ୍ୟ ପ୍ରାର୍ଥୀ ମାନଙ୍କର ପ୍ରସ୍ତୁତି ତାଲିକାରେ ଯଦି କାହାର କିଛି ଆପତ୍ତି ଥାଏ, ତାହେଲେ ତା:୧୭.୦୧.୨୦୨୨ ସନ୍ଧ୍ୟା ଘ.୫.୩୦ମି॰ ମଧ୍ୟରେ ତାହାର ଲିଖିତ ଅଭିଯୋଗ ସ୍ପିଡ ପୋଷ୍ଟ/ରେଜିଷ୍ଟ୍ରି ପୋଷ୍ଟ ଜରିଆରେ କରିବାପାଇଁ ଅନୁରୋଧ। ସମୟ ଧାର୍ଯ୍ୟ ପରେ କୌଣସି ଆପତ୍ତି ଗ୍ରହଣଯୋଗ୍ୟ ନୁହେଁ | ପ୍ରକଳ୍ପ ନିର୍ଦେଶକ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ସୁବର୍ଣ୍ଣପୁର |
29/12/2021 | 17/01/2022 | ଦେଖନ୍ତୁ (63 KB) ELIGIBLE (170 KB) INELIGIBLE-P-1-50 (7 MB) INELIGIBLE-P-51-100 (7 MB) INELIGIBLE-P-101-150 (7 MB) INELIGIBLE-P-151-215 (10 MB) |
ସୋନପୁର ପୌରପରିଷଦ ଦ୍ଵାରା ସହରାଞ୍ଚଳ ବାସହୀନ ଆଶ୍ରୟ ସ୍ଥଳ ପରିଚାଳନା ଓ ରକ୍ଷଣା ବେକ୍ଷଣ ନିମନ୍ତେ ପ୍ରସ୍ତାବ ଆବେଦନ | ନିର୍ବାହୀ ଅଧିକାରୀ, ସୁବର୍ଣ୍ଣପୁର ପୌର ପରିଷଦ |
10/12/2021 | 27/12/2021 | ଦେଖନ୍ତୁ (2 MB) |
ସୋନପୁର ପୌରପରିଷଦ ରେ ସ୍ଵଛ ସାଥି ମୁତୟନ | ନିର୍ବାହୀ ଅଧିକାରୀ, ସୁବର୍ଣ୍ଣପୁର ପୌର ପରିଷଦ |
02/12/2021 | 08/12/2021 | ଦେଖନ୍ତୁ (670 KB) |
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଯୋଗାଣ, ସୁବର୍ଣ୍ଣପୁର ସହାୟତା କର୍ମଚାରୀଙ୍କ ପାଇଁ ଚୁକ୍ତିଭିତ୍ତିକ ଯୋଗଦାନ ପାଇଁ ବିଜ୍ଞାପନ | ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଯୋଗାଣ ନିଗମ ଲିଃ, ସୁବର୍ଣ୍ଣପୁର |
17/11/2021 | 30/11/2021 | ଦେଖନ୍ତୁ (848 KB) |
ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପାଇଁ ସୂଚନା | ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର |
09/09/2021 | 24/09/2021 | ଦେଖନ୍ତୁ (2 MB) |
ସୋନପୁର କୋଲପଡା ସ୍ଥିତ ମଳ ବିଶୋଧନାଗାର କେନ୍ଦ୍ର ଠାରେ ବୈଷୟିକ ସାଧନ ବ୍ୟକ୍ତିବିଶେଷ ନିଯୁକ୍ତି ନିମନ୍ତେ ବିଜ୍ଞାପନ | ନିର୍ବାହୀ ଅଧିକାରୀ, ସୋନପୁର ପୌର ପରିଷଦ |
24/08/2021 | 30/08/2021 | ଦେଖନ୍ତୁ (547 KB) |
ସୁବର୍ଣ୍ଣପୁର ପୌରପରିଷଦ ଦ୍ୱାରା ଗୋଷ୍ଠୀ ଶୌଚାଳୟ ପରିଚାଳନା ନିମନ୍ତେ ଦରଖାସ୍ତ ଆହ୍ୱାନ | ନିର୍ବାହୀ ଅଧିକାରୀ, ସୁବର୍ଣ୍ଣପୁର ପୌର ପରିଷଦ |
21/08/2021 | 28/08/2021 | ଦେଖନ୍ତୁ (300 KB) |
ସୈନିକ ସାଧାରଣ କର୍ତ୍ତବ୍ୟ (ମହିଳା ସୈନ୍ୟ ପୋଲିସ ) ନିମନ୍ତେ ନିଯୁକ୍ତି ରାଲି | ସୈନ୍ୟ ନିଯୁକ୍ତି ଅଧିକାରୀ, ସମ୍ବଲପୁର କାର୍ଯ୍ୟାଳୟ |
10/06/2021 | 20/07/2021 | ଦେଖନ୍ତୁ (3 MB) |