ନିଯୁକ୍ତି ପଞ୍ଜୀକରଣ
ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ କଳାହାଣ୍ଡି ଭବାନିପାଟଣା କାର୍ଯାବଳୀ ସମ୍ବନ୍ଧେ
- ନିଯୁକ୍ତି ନିମନ୍ତେ ନାମ ପଞ୍ଜୀକରଣ କରିବା ।
- ସରକାରୀ / ବେସରକାରୀ ସଂସ୍ଥାରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିସ କରିବା ।
- ବୃତ୍ତିଗତ ମାର୍ଗଦର୍ଶନ କରିବା ।
- ନିଯୁକ୍ତି ନିମନ୍ତେ ଦକ୍ଷତା ବୃଦ୍ଧି କରିବା ।
- ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ ତାଲିମ ଶିବିର ଅନୁଷ୍ଠିତ କରିବା ।
- ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ।
- ବାର୍ଷିକ ନିଯୁକ୍ତି ମେଳା ଅନୁଷ୍ଠିତ କରାଇ ଘରୋଇ ସଂସ୍ଥା ମାନଙ୍କରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଇବା ।
ଯାଆନ୍ତୁ: http://empmissionodisha.gov.in/Mission/
ସ୍ଥାନ : ଜିଲ୍ଲା ନିୟୋଜନ ଅଧିକାରୀ, ସୋନପୁର | ସହର : ସୋନପୁର | ପିନ କୋଡ୍ : 767017