ପାପକ୍ଷୟ ଘାଟ
ସୁବର୍ଣପୁର ଜିଲ୍ଲା ୩୨କିମି ବିନିକାଠାରେ ରହିଛି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାପକ୍ଷୟ ଘାଟ | ମହାରାଜା ତୃତୀୟ ଅନଙ୍ଗ ଭୀମା ଦେବ ଏକଦା ରୋଗଗ୍ରସ୍ତ ହୋଇ ପଡିଥିଲେ । ମହାନଦୀରେ ବୁଡ ପକାଇ ବଟବୃକ୍ଷ୍ୟ ରେ ଥିବା ସୁଡଙ୍ଗରେ ଗଳି ଯାଇଥିଲେ । ଏଠାରୁ ରାଜା ସମ୍ପୂର୍ଣ ରୋଗମୁକ୍ତ ହୋଇ ଥିଲେ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର ।
ରେଳଗାଡ଼ିରେ
ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।
ସଡ଼କ ପଥରେ
ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।