ବନ୍ଦ କରନ୍ତୁ

ସୁବର୍ଣ୍ଣମେରୁ ମନ୍ଦିର

ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।

  • ସୁବର୍ଣ୍ଣମେରୁ ମନ୍ଦିର ପଛପଟ
  • ସୁବର୍ଣ୍ଣମେରୁ ମନ୍ଦିର
  • ସୁବର୍ଣ୍ଣମେରୁ ପଛପଟ
  • ସୁବର୍ଣ୍ଣମେରୁ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର ।

ରେଳଗାଡ଼ିରେ

ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।

ସଡ଼କ ପଥରେ

ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।